Mrs. Jyotsna Roy - 8763141022
Mrs. Jyotsna Roy - 8763141022
"କବି ସିଏ କ୍ରାନ୍ତଦର୍ଶୀ "
କଵିପଣ ଏକ ବିମୁଗ୍ଧ ଆଲୋଡ଼ନ...ବିଭୋର ଆତ୍ମସତ୍ତାର ଗୁଞ୍ଜନ...ଭିନ୍ନ ଏକ ଦିବ୍ୟ ଇଲାକାର ମଧୁମୟ ଉପଲବ୍ଧି ...କବିଟିଏ ସେଇଠି ହଜେ..ମଜେ.. ଶବ୍ଦ ଖୋଜେ.. କବିତା ରଚେ.. ସାଧନାରତ ହୁଏ କଳ୍ପନାର ବୋଧିଦ୍ରୁମ ତଳେ.. ଶବ୍ଦବ୍ରହ୍ମର ଅମୃତ ଅନ୍ବେଷାରେ...