ପ୍ରାଧ୍ୟାପିକା ଜ୍ୟୋତ୍ସ୍ନା ରାୟ
ଶ୍ୱେତସ୍ନିଗ୍ଧ ବେଶେ କାଶତଣ୍ଡୀ ହସେ
ବେଦର ଓଁକାରେ ମନ୍ତ୍ରର ଝଙ୍କାରେ
କସ୍ତୁରୀ ଚନ୍ଦନ ଦୀପ ନଇବେଦ୍ୟ
ଅଜାଡ଼ନ୍ତି ସିଏ ସୁଖ ଅଇଶ୍ୱର୍ଯ୍ୟ
ପାପୀ ତପୀ ଦୁଃଖୀ ସବୁରି ମଥାରେ
କେତେକେତେ ଆଶା କେତେ ସମ୍ଭାବନା
ଭବ ତରୁ ଡାଳେ ଡାକନ୍ତି ଆକୁଳେ
ବାତ୍ସଲ୍ୟପ୍ରେମରେ ଭରା ଆବେଗରେ
ବାଲେଶ୍ବର ୮୭୬୩୧୪୧୦୨୨